ଜଳନ୍ତା ସିଗାରେଟରୁ ଘଟିଲା ବଡ଼ ଦୁର୍ଘଟଣା, ଭିଡ଼ିଓ ହେଲା ଭାଇରାଲ
ଏହା ସମସ୍ତଙ୍କୁ ଜଣା ଯେ ସିଗାରେଟ ଦେହ ପାଇଁ ବହୁତ କ୍ଷତିକାରକ। ଏହି କଥା ସମସ୍ତ ନିଶାଦ୍ରବ୍ୟରେ ମଧ୍ୟ ଲେଖାଯାଇଥାଏ। ସିଗାରେଟ୍, ତମ୍ବାଖୁ ପ୍ୟାକେଟ ଆଦିରେ ଏଥିରେ ପାଇଁ ସତର୍କ ବାଣୀ ଲେଖାଯାଇଥାଏ । କିନ୍ତୁ ଏହାପରେ ବି ଲୋକ ଏଥିପ୍ରତି ସଜାଗ ରହୁନାହାଁନ୍ତି।
ସରକାରଙ୍କ ଦ୍ୱାରା ଜାରୀ…