ଆଜି Rose Day ରେ ନିଜ ପାର୍ଟନରଙ୍କୁ ଖୁଆନ୍ତୁ ଏହି ସ୍ପେଶାଲ ଗୋଲାପ ରୋଲ୍
ଆଜିଠାରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ ଓ୍ଵିକ୍। ଏଭଳି ଦିନରେ ଆପଣ ନିଜ ପାର୍ଟନରଙ୍କୁ ସୁନ୍ଦର ଗୋଲାପ ଦେବା ସହ କିଛି ଖାସ୍ ମିଠା ପ୍ରସ୍ତୁତ କରି ଖୁଆନ୍ତୁ। ତେବେ ଆଜି ଆମେ ଆପଣଙ୍କୁ ଗୋଲାପ ଫୁଲ ସେପ୍ରେ ପ୍ରସ୍ତୁତ ହୋଇଥିବା ଡାଲଚିନି ରୋଲ ବିଷୟରେ କହିବୁ।
ଆବଶ୍ୟକୀୟ ସାମଗ୍ରୀ:
ମଇଦା- ୨…