Browsing Tag

cipet will open in koraput

କୋରାପୁଟରେ ଖୋଲିବ CIPETର ଶାଖା, କେନ୍ଦ୍ରସାର ଓ ରସାୟନ ସଚିବଙ୍କ ସୂଚନା

କୋରାପୁଟରେ ଖୋଲିବ CIPETର ଶାଖା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର କେମିକାଲସ୍ ଓ ପେଟ୍ରୋକେମିକାଲସ୍ ସଚିବ ପି. ରାଘବେନ୍ଦ୍ର ରାଓ । ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି । PCPIR ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଛି । ମୁମ୍ବାଇରେ ଆସନ୍ତା ନଭେମ୍ବର ୧୧ ଓ ୧୨ରେ…