ଏବେ ଘରେ ବସି କରିପାରିବେ କରୋନା ଟେଷ୍ଟ, ବଜାରରେ ଉପଲବ୍ଧ ହେଲା ସିପ୍ଲାର ରିୟଲ ଟାଇମ୍ କିଟ୍ ViraGen
ଏବେ ବଜାରରେ ଉପଲବ୍ଧ ହେଲା ଆଗଧାଡ଼ିର ଔଷଧ କମ୍ପାନୀ ସିପ୍ଲା ତରଫରୁ ଗତ ସପ୍ତାହରେ ଲଞ୍ଚ କରାଯାଇଥିବା ରିୟଲ ଟାଇମ୍ କରୋନା ଟେଷ୍ଟ କିଟ୍। କମ୍ପାନୀ ତରଫରୁ ନିର୍ମିତ RT-PCR ଟେଷ୍ଟିଂ କିଟର ନାଁ "ViraGen" ଦିଆଯାଇଛି। ଏହି କିଟ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ କରୋନା ଟେଷ୍ଟ ରିପୋର୍ଟ…