କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଲା ୪୨ତମ ସର୍କଲ କନ୍ଫରେନ୍ସ ଅଫ ଓଡିଶା ସର୍କଲ ବ୍ରାଞ୍ଚ, ଯୋଗଦେଲେ ସାଂସଦ…
କେନ୍ୟୁଜ୍(ବ୍ୟୁରୋ): କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ୪୨ତମ ସର୍କଲ କନ୍ଫରେନ୍ସ ଅଫ ଓଡିଶା ସର୍କଲ ବ୍ରାଞ୍ଚ । ଭୁବନେଶ୍ୱର ମୁଖ୍ୟ ଡାକଘର ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ…