ବ୍ରହ୍ମପୁର: ମଣ୍ଡଳ କରାଗାରକୁ ଘନେଇଲା ବିପଦ, ୪୩ ଜଣଙ୍କ ଠାରେ କରୋନା
ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ମଣ୍ଡଳ କରାଗାରକୁ ଘନେଇଲା ବିପଦ। ଜେଲର ୪୩ ଜଣ କରୋନାରେ ହୋଇଛନ୍ତି ଆକ୍ରାନ୍ତ। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ୩୩ ବିଚାରଧୀନ କଏଦୀ ଓ ୧୦ ଜେଲ କର୍ମଚାରୀ। ଏନେଇ ବ୍ରହ୍ମପୁର ଜେଲର ଅଧିକ୍ଷକ ସୂଚନା ଦେଇଛନ୍ତି। କିଛି ଦିନ ହେବ ଜେଲରେ କିଛି…