Browsing Tag

circle surround

ସକାଳ ୧୦ଟାରେ ମହାକାଶରେ ବିରଳ ଦୃଶ୍ୟ, ସୂର୍ଯ୍ୟ ଚାରିପାଖରେ ଦେଖାଗଲା ଇନ୍ଦ୍ରଧନୁର ରଙ୍ଗ ଥିବା ପରି ବଳୟ

କେନ୍ୟୁଜ(ବ୍ୟୁରୋ): ମହାକାଶରେ ବିରଳ ଦୃଶ୍ୟ । ସୂର୍ଯ୍ୟ ଚାରିପାଖରେ ଦେଖାଗଲା ଇନ୍ଦ୍ରଧନୁର ରଙ୍ଗ ଥିବା ପରି ଏକ ବଳୟ । ସକାଳ ୧୦ଟାରେ ରାଜ୍ୟର ବିିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖାଯାଇଛି । ଏପରି ଆଉ କେବେ ଦେଖାଯିବ । ବିଜ୍ଞାନ ଅନୁସାରେ ମେଘ ଓ ଆଲୋକ ଦ୍ୱାରା ସଂଗଠିତ ଏକ ଅସାଧାରଣ ଦୃଶ୍ୟ ।…