ଷ୍ଟଣ୍ଟ କଲେ ଭାଇ-ଭଉଣୀ, ୧୩୦୦ ଫୁଟ୍ ଉଚ୍ଚର କେବୁଲ ଉପରେ ଦେଖାଇଲେ ଦୁଃସାହସିକ ଖେଳ
ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଉପରେ ଷ୍ଟଣ୍ଟ ଓ୍ଵାକ୍ କରାଯାଇଛି। ଏହି ସମୟରେ ଭାଇ-ଭଉଣୀ ୨୫ ମହଲା ଉଚ୍ଚ (ପ୍ରାୟ ୧୩୦୦ ଫୁଟ) ଏକ କେବୁଲ ଉପରେ ଚାଲିଛନ୍ତି। ଏହାସହିତ ସେମାନେ ଦୁହେଁ ଦୁହିଁଙ୍କୁ କ୍ରସ୍ ମଧ୍ୟ କଲେ। ୩୬ ମିନିଟ୍ ଚାଲିଥିବା ଏହି ଓ୍ଵାକରେ ଲିଜାନା ଓ୍ଵାଲେଡାନ୍ସ କେବୁଲ ଉପରେ…