ଇଣ୍ଟରନେଟ୍ ଦୁନିଆରେ ଇତିହାସ ସୃଷ୍ଟି କରିବ ବୈଜ୍ଞାନିକଙ୍କ ଏହି ନୂତନ ଆବିଷ୍କାର
ଆମେରିକାର ଲବ୍ଧ ପ୍ରତିଷ୍ଠିତ ପ୍ରାଦ୍ୟୋଗିକ କମ୍ପାନୀ ସିସ୍କୋ ଏକ ନୂଆ ଚିପ୍ ଓ ରାଉଟର ପ୍ରସ୍ତୁତ କରିଛି। ଏନେଇ କମ୍ପାନୀ କହିଛି ଯେ ଏହି ଉଦ୍ଭାବନ ଭବିଷ୍ୟତର ଇଣ୍ଟରନେଟ୍ରେ କ୍ରାନ୍ତି ଆଣିବ। ସିସ୍କୋର କହିବାନୁସାରେ, ନୂଆ ଯୁଗରେ ଇଣ୍ଟରନେଟ୍ କେବଳ ସ୍ପିଡ୍ ନୁହେଁ, ଶସ୍ତାରେ ମଧ୍ୟ…