Browsing Tag

cisf

ତାଜମହଲକୁ ‘ତେଜା ମହାଳୟ’ କହି ହିନ୍ଦୁବାଦୀ କରୁଥିଲେ ପୂଜା, ୩ ଗିରଫ

ତାଜମହଲ ସୁରକ୍ଷାରେ ଥିବା ସିଆଇଏସଏଫ ଯବାନ ତାଜମହଲ ପରିସରରୁ ଭଗବାନ ଶିବଙ୍କ ଆରାଧନ କରୁଥିବା ଏକ ହିନ୍ଦୁବାଦୀ ସଂଗଠନର ୩ ଜଣ କାର୍ଯ୍ଯକର୍ତ୍ତାଙ୍କୁ ଗିରଫ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ, ଗୁରୁବାର ମହାଶିରାତ୍ରୀ ଅବସରରେ ହିନ୍ଦୁବାଦୀ ସଂଗଠନର ଜଣେ ମହିଳାଙ୍କ ସହିତ…

ମେଟ୍ରୋ ଷ୍ଟେସନରେ ହଠାତ୍ ଟଳି ପଡିଲେ ବୃଦ୍ଧ, CISF ଯବାନ ଏମିତି ବଞ୍ଚାଇଲେ ଜୀବନ, ଭିଡିଓ ଭାଇରଲ

ବୃଦ୍ଧଙ୍କ ଜୀବନ ବଞ୍ଚାଇଲେ CISF ଯବାନ। ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଜଣେ ବୃଦ୍ଧ ହଠାତ୍ ଥରି ଅସୁସ୍ଥ ହୋଇ ତଳେ ପଡିଗଲେ। ଏହି ସମୟରେ ପାଖରେ ଥିବା ଜଣେ CISF ଯବାନ ନିଜର ବୁଦ୍ଧି ପ୍ରୟୋଗ କରି ବୃଦ୍ଧଙ୍କୁ CPR ଦେଇ ଜୀବନ ବଞ୍ଚାଇଛନ୍ତି। ଯାହାର ସିସିଟିଭି ଫୁଟେଜ ମିଳିଛି। ସେହି ଯବାନଙ୍କ ନାମ…

CISF ରେ ଖାଲିପଡିଛି ୬୯୦ ପଦବୀ, ଏଠାରେ ଜାଣନ୍ତୁ କେମିତି କରିବେ ଆବେଦନ

କେନ୍ଦ୍ରୀୟ ଉଦ୍ଯୋଗିକ ସୁରକ୍ଷା ବଳ (ସିଆଇଏସଏଫ), ଏଏସଆଇ ଅଧିନରେ ୬୯୦ ପଦବୀ ଖାଲି ପଡିଛି। ଯୋଗ୍ଯ ପ୍ରାର୍ଥୀ ଅଫିସିଆଲ ୱେବସାଇଟ https://www.cisf.gov.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୫ ଫେବ୍ରୁଆରୀ ୨୦୨୧ ରହିଛି। ଏହି ନିଯୁକ୍ତି…

ବାଦାମ ଓ ମଟନ୍‌ ଭିତରେ ଲୁଚାଇ ଚାଲାଣ କରୁଥିଲେ ବିଦେଶୀ ନୋଟ୍‌, ଏହି କାରିନାମା କରି ଧରାପଡ଼ିଲେ ଯୁବକ

କୌଣସି ଜିନିଷକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଲୁଚାଇ ନେବାକୁ ଚୋରାଚାଲାଣ କୁହାଯାଏ। ପ୍ରତିଦିନ ଗଣମାଧ୍ୟମରେ ଅନେକ ଚୋରାଚାଲାଣର ଖବର ସାମ୍ନାକୁ ଆସୁଛି। କିନ୍ତୁ ଆଜି ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା କେହି କେବେ ଚିନ୍ତା ବି କରିନଥିବେ। ଜଣେ ବ୍ୟକ୍ତି ୪୫ ଲକ୍ଷ ଟଙ୍କାର ବିଦେଶୀ ନୋଟ୍‌…