Browsing Tag

cisf jawan returns dowry

ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

ଘରେ ଝିଅଟିଏ ଥିଲେ ବାପା ମା’ଙ୍କର ତାର ବାହାଘରକୁ ନେଇ ସବୁବେଳେ ଚିନ୍ତା ରହିଥାଏ। କାରଣ ଏବେର ଜାମାନାରେ ଯୌତୁକ ପ୍ରଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭଲ ବରପାତ୍ର ପାଇଁ ଭଲ ଯୌତୁକ ବି ଦରକାର ପଡୁଛି। ଝିଅ ଯେତେବି ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଯୌତୁକ ସୁନିଶ୍ଚିତ। କିନ୍ତୁ ଏହି ଯୌତୁକ…