Browsing Tag

citizenship act

ଯାଜପୁରରେ ନାଗରିକ ସଂଶୋଧନ ଆଇନକୁ ବିରୋଧ

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁରରେ ନାଗରିକ ସଂଶୋଧନ ଆଇନକୁ ବିରୋଧ। ଆଜି ବିଂଝାରପୁରରେ ଜମିଆତ ଉଲାମା ଇ ଓଡିଶା ପକ୍ଷରୁ ଏହାକୁ ବିରୋଧ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ନାଗରିକ ସଂଶୋଧନ ବିଲ ଆଇନରେ ପରିଣତ ହୋଇଛି । ଏଥିରେ ସଂଖ୍ୟାଲଘୁ ମାନଙ୍କୁ…