Browsing Tag

Citizenship Bill

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍-୨୦୧୯

ନୂଆଦିଲ୍ଲୀ: ନାଗରିକତା ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ। ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ-୨୦୧୯। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଅଧ୍ୟାଦେଶ ପ୍ରକାଶ ପାଇଛି। ସୋମବାର ଦିନ ଏହି ବିଲ ଲୋକସଭାରେ ଓ ବୁଧବାର ଦିନ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା। ଏହି ଆଇନ ବଳରେ…