ବର୍ତ୍ତମାନ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍ ରେ ହେବ ଜନଗଣନା, ଜାରି କରାଯିବ ନାଗରିକତା କାର୍ଡ
ଜନଗଣନା ପାଇଁ କାଗଜ ଫର୍ମ ବଦଳରେ ମୋବାଇଲ ଆପ୍ ଜରିଆରେ ତଥ୍ୟ ଏକତ୍ରିତ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେଉଥିବା ୨୦୨୧ ପାଇଁ ବାର ଶହ କୋଟିରୁ ଅଧିକ ନାଗରିକମାନଙ୍କ ଜନଗଣନା ମୋବାଇଲ ମାଧ୍ୟମରେ କରିବା ପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ…