ପରିବା ବିକାଳିଙ୍କ ଝିଅ ହେଲେ ସିଭିଲ ଜଜ୍, ରେଜଲ୍ଟ ଆସିବା ପରେ ଦୋକାନରେ ପହଞ୍ଚି କହିଲେ ‘ମାଆ ମୁଁ ଜଜ୍…
ମଧ୍ୟପ୍ରଦେଶ: ହୀରା ମାଟି ତଳେ ରହିଲେ ବି ଚମକେ । ସମସ୍ୟାର ବୋଝ ତଳେ କେବେ ବି ଚାପି ହୋଇଯାଏନା ପ୍ରତିଭା । ମଧ୍ୟପ୍ରଦେଶର ଇନ୍ଦୋରୁ ଆସିଛି ଏପରି ଏକ ପ୍ରେରଣାଦାୟୀ ଖବର । ଜଣେ ପରିବା ବିକାଳିଙ୍କ ଝିଅ ହୋଇଛନ୍ତି ସିଭିଲ ଜଜ୍ । ୨୫ ବର୍ଷୀୟା ଅଙ୍କିତା ନାଗର ଏସ୍ସି କୋର୍ଟରେ ପଞ୍ଚମ ସ୍ଥାନ…