Browsing Tag

civilization

ଉତ୍ତର ପ୍ରଦେଶ ବାଗପତରୁ ମିଳିଥିବା ମୁକୁଟ ଓ ଖଣ୍ଡା କାହାର ? ଏବେବି ଚାଲିଛି ଗବେଷଣା

ଉତ୍ତର ପ୍ରଦେଶର ବାଗପତ ଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୪୦୦୦ ବର୍ଷ ପୁରୁଣା ଏକ ସଭ୍ୟତାର ଅବଶେଷ ମିଳିଛି । ଏହି ସଭ୍ୟତା କାଂସ୍ୟ ଯୁଗ ସମୟର ହୋଇଥିବ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳର ଏକ କ୍ଷେତରୁ ମିଳିଥିବା ସଭ୍ୟତା ମେସୋପଟାମିଆ ସଭ୍ୟତା ଭଳି ସମୃଦ୍ଧ ଥିବା ନେଇ…

ମାଟି ତଳୁ ବାହାରିଲା ୫,୦୦୦ ବର୍ଷର ପୁରାତନ ସହର!

ଇସ୍ରାଏଲ୍‌ର ପ୍ରତ୍ନତତ୍ତ୍ୱବିଦ୍‌ମାନେ ୫,୦୦୦ ବର୍ଷର ପୁରାତନ ସହର ଆବିଷ୍କାର କରିଥିବା ଦାବି କରିଛନ୍ତି। ସେମାନେ କହିଛନ୍ତି, ଏହି ସହର ସେତେବେଳର ସବୁଠାରୁ ବଡ଼ ସହର ଥିଲା, ଯେଉଁଠି କିଲ୍ଲା, ମନ୍ଦିର, କବରସ୍ତାନ ସବୁକିଛିର ବ୍ୟବସ୍ଥା ରହିଥିଲା। ଜଣେ ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ମତରେ, ସହରର…