ଉତ୍ତର ପ୍ରଦେଶ ବାଗପତରୁ ମିଳିଥିବା ମୁକୁଟ ଓ ଖଣ୍ଡା କାହାର ? ଏବେବି ଚାଲିଛି ଗବେଷଣା
ଉତ୍ତର ପ୍ରଦେଶର ବାଗପତ ଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ୪୦୦୦ ବର୍ଷ ପୁରୁଣା ଏକ ସଭ୍ୟତାର ଅବଶେଷ ମିଳିଛି । ଏହି ସଭ୍ୟତା କାଂସ୍ୟ ଯୁଗ ସମୟର ହୋଇଥିବ ବୋଲି ମଧ୍ୟ ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳର ଏକ କ୍ଷେତରୁ ମିଳିଥିବା ସଭ୍ୟତା ମେସୋପଟାମିଆ ସଭ୍ୟତା ଭଳି ସମୃଦ୍ଧ ଥିବା ନେଇ…