ପୂର୍ବତନ କ୍ରିକେଟର୍ ସିକେ ଭାସ୍କରଙ୍କ ୭୯ ବର୍ଷ ବୟସରେ ପରଲୋକ
କୋଚି: ପୂର୍ବତନ କ୍ରିକେଟର୍ ସିକେ ଭାସ୍କରଙ୍କ ପରଲୋକ । ସୋମବାର ୭୯ ବର୍ଷ ବୟସରେ ଆମେରିକାର ହଷ୍ଟନ ସହରରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳେ ଭାସ୍କରଙ୍କ ନିକଟରେ ତାଙ୍କ ପତ୍ନୀ ଚାନ୍ଦିନୀ ଏବଂ ୩ ଝିଅ ରୀତା, ସାନିଆ ଓ ସୋନିଆ ଉପସ୍ଥିତ ଥିଲେ।
୧୯୬୦ ଦଶକରେ…