ନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଅଟକ, ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ
କଟକ(କେନ୍ୟୁଜ୍): କଟକ ସଦର ଥାନା ଉଷୁମା ଅଞ୍ଚଳରେ ଉତ୍ତେଜନା । ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଜଣେ ନାବାଳିକାକୁ କିଛି ଲୋକ ଉଠାଇ ନେଉଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ ।
ଏହାପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସମୟରେ ଉତ୍ତେଜନା…