Browsing Tag

Clash at public meeting

ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ସଭାରେ ହଙ୍ଗାମା, ଚେୟାର ଉଠାଇ ପିଟାପିଟି ହେଲେ କର୍ମୀ

ବିହାରର ସିମରି ବଖତିଆରପୁରରେ ହଙ୍ଗାମା । ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ସେଠାକୁ ଏକ ନିର୍ବାଚନୀ ସଭାରେ ଯୋଗ ଦେବାକୁ ଯାଇଥିଲେ । ଏହି ସଭାରେ ଜଣେ ଯୁବକ ତାଙ୍କୁ ଫୁଲମାଳ ପିନ୍ଧାଇବା ପାଇଁ ଯାଉଥିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ ।…