Browsing Tag

clash between two groups two dead in athagarh

ଆଠଗଡ଼:ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଦୁଇ ମୃତ

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ୨ ମୃତ। ଆଠଗଡ଼ ନରସିଂହପୁର ଥାନା ସାଗର ଓ ପାଞ୍ଚଗୋଛିଆ ଗାଁରେ ଗୋଷ୍ଠୀ ସଂଘର୍ଷ। ଚାମୁଣ୍ଡାପଲ୍ଲୀ ବନ୍ଧ କଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଗୋଷ୍ଠୀରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ…