Browsing Tag

clash in anandpur

ଆନନ୍ଦପୁର ପଇତାପାଣି ଗାଁରେ ମଜୁରୀ ଟଙ୍କା ମାଗିବାକୁ କେନ୍ଦ୍ର କରି ସଂଘର୍ଷ: ଜଣେ ମୃତ, ଜଣେ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଥାନା ପଇତାପାଣି ଗାଁରେ ଜଣେ ଦିନ ମଜୁରୀଆ ନିଜ ମଜୁରୀ ଟଙ୍କା ମାଗିବାରୁ ସେହି ଗାଁର ଲେବର କଣ୍ଟ୍ରାକଟର ପ୍ରତାପ ନାୟକ ନିଜ ସହଯୋଗୀଙ୍କ ସହ ମିଳିତ ହୋଇ ଯୋଜନା ବଦ୍ଧ ଭାବେ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ହାଣି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ ।…