Browsing Tag

class 3 mil book

ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି, ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ସମ୍ପର୍କରେ ଲେଖା ଯାଇଛି ଭୁଲ ତଥ୍ୟ

ରାଜ୍ୟର ଗୌରବ । ପ୍ରସିଦ୍ଧ ଓଡ଼ିଆ ଜ୍ୟେତିର୍ବିଦ ପଠାଣି ସାମନ୍ତ । ‘ସିଦ୍ଧାନ୍ତ ଦର୍ପଣ’ର ରଚୟିତା ସେ । ତାଙ୍କ ସମ୍ପର୍କରେ କୁନି କୁନି ପିଲାମାନଙ୍କୁ ଭୁଲ ତଥ୍ୟ ଦିଆଯାଉଛି । ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ତୃତୀୟ ଶ୍ରେଣୀ…