Browsing Tag

class X girl kidnapped

 ସ୍କୁଲ୍‌ ଯାଉଥିବା ବେଳେ ଦଶମ ଶ୍ରେଣୀ ଝିଅଙ୍କୁ ଅପହରଣ କଲା ମୁଖାପିନ୍ଧା ବାଇକ୍‌ ଚାଳକ

ନବରଙ୍ଗପୁର: ଜଣେ ମୁଖାପିନ୍ଧା ବାଇକ୍‌ ଚାଳକ ଶୁକ୍ରବାର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଝିଅଙ୍କୁ ଅପହରଣ କରିଥିବା ଜଣାଯାଇଛି । ଝିଅଟି  ଏକ୍‌ଷ୍ଟ୍ରା କ୍ଲାସ୍‌ ପାଇଁ ସ୍କୁଲ୍‌କୁ ଯାଉଥିଲେ । ଅପହର୍ତ୍ତା ଜଣକ ଝିଅଟିକୁ ଭୟଭୀତ କରି ନିଜ ବାଇକ୍‌ରେ ଉଠାଇ ନେଇଛି । ଖବରରୁ ଜଣାପଡ଼ିଛି ଯେ ୧୫…