ସ୍କୁଲ୍ ଯାଉଥିବା ବେଳେ ଦଶମ ଶ୍ରେଣୀ ଝିଅଙ୍କୁ ଅପହରଣ କଲା ମୁଖାପିନ୍ଧା ବାଇକ୍ ଚାଳକ
ନବରଙ୍ଗପୁର: ଜଣେ ମୁଖାପିନ୍ଧା ବାଇକ୍ ଚାଳକ ଶୁକ୍ରବାର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଝିଅଙ୍କୁ ଅପହରଣ କରିଥିବା ଜଣାଯାଇଛି । ଝିଅଟି ଏକ୍ଷ୍ଟ୍ରା କ୍ଲାସ୍ ପାଇଁ ସ୍କୁଲ୍କୁ ଯାଉଥିଲେ । ଅପହର୍ତ୍ତା ଜଣକ ଝିଅଟିକୁ ଭୟଭୀତ କରି ନିଜ ବାଇକ୍ରେ ଉଠାଇ ନେଇଛି ।
ଖବରରୁ ଜଣାପଡ଼ିଛି ଯେ ୧୫…