Browsing Tag

classroom study

ନଭେମ୍ବର ୧୫ ତାରିଖ ଠାରୁ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ କ୍ଲାସରୁମ ପାଠପଢ଼ା

ଭୁବନେଶ୍ୱର( କେ ନ୍ୟୁଜ): ଆସନ୍ତା ନଭେମ୍ବର ୧୫ ତାରିଖ ଅର୍ଥାତ ସୋମବାର ଠାରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । ଏନେଇ ସୂଚନା ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ପାଳନ କରି ଶ୍ରୀ ଦାଶ କହିଛନ୍ତି । ଏହା ପୂର୍ବରୁ ସ୍ତର…