Browsing Tag

Classrooms to be converted i

ସ୍ମାର୍ଟ କ୍ଲାସ ରୁମ୍‌ରେ ପରିବର୍ତ୍ତନ ହେବ ଶ୍ରେଣୀଗୃହ: ହଟିବ ବ୍ଲାକ ବୋର୍ଡ ଲାଗିବ LED,ଆଜି ୧୦ଟି ସ୍କୁଲର ଲୋକାର୍ପଣ…

ଭୁବନେଶ୍ୱର (କେନ୍ୟୁଜ): ଆଜି ୧୦ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ। ଗଞ୍ଜାମ ଜିଲ୍ଲା ଶେରଗଡ ଓ ହିଞ୍ଜିଳକାଟୁର ୫ଟି ଲେଖାଏଁ ସ୍କୁଲର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୩୦ ତାରିଖ ମଧ୍ୟରେ ୫୦ଟି ସ୍କୁଲ ଲୋକାର୍ପଣ ହେବ । ୫ଟି ପର୍ଯ୍ୟାୟରେ ୧୦ଟି ଲେଖାଏ ସ୍କୁଲ ଲୋକାର୍ପଣ…