Browsing Tag

clean air

ମଶା ଏବଂ ଦୂଷିତ ବାୟୁରୁ ରକ୍ଷା କରିବ ଏହିସବୁ ଗଛ, ଘରେ ଲଗାନ୍ତୁ ଏବଂ ସମସ୍ୟାରୁ ମୁକ୍ତି ପାଆନ୍ତୁ

ମଶା ଓ ଦୂଷିତ ବାୟୁ ଏବେ ସବୁ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଯେତେ ଯାହା କଲେ ମଧ୍ୟ ମଶା ଦାଉରୁ ରକ୍ଷା ମିଳିବା କଷ୍ଟକର ହୋଇପଡୁଛି । ସେହିଭଳି ସହରାଂଚଳରେ ଦୂଷିତ ବାୟୁ ମୁଖ୍ୟ ସମସ୍ୟା ହେଲାଣି । ମଶା ଓ ଦୂଷିତ ବାୟୁରୁ ରକ୍ଷା ପାଇବା ପାଇଁ ଅନେକ ସହଜ ଉପାୟ ରହିଛି ଯାହାକୁ ଆପଣାଇ ଏହି…