Browsing Tag

clean stomach

ପେଟ ସଫା ରଖିବା ଲାଗି ସକାଳେ ଖାଦ୍ୟରେ ନିଶ୍ଚୟ ଖାଆନ୍ତୁ ଏହି ସବୁ ସ୍ନାକ୍‌ସ, ମିଳିବ ଅନେକ ଫାଇଦା

ବର୍ତ୍ତମାନ ସମୟରେ କର୍ମମୟ ଜୀବନରେ ଲୋକେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁ ନାହାନ୍ତି। ଭୋକ ଲାଗିଲେ ଯାହା ମିଳୁଛି ତାହା ଖାଇ ଦେଉଛନ୍ତି। ଫଳରେ ପେଟ ରୋଗ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପେଟ ଠିକ୍‌ ଭାବେ ସଫା ନ ହେବା ପେଟ ରୋଗର ଏକ ବଡ଼ କାରଣ। ପେଟ ଠିକ୍‌ ଭାବେ…