Browsing Tag

clean village

ରଙ୍ଗ ବଦଳରେ ଏପରି ନିଆରା ଢଙ୍ଗରେ ହୋଲି ପାଳିଲେ ମାଲକାନଗିରି ବରଜା ଗାଁର ଗ୍ରାମବାସୀ, ଦେଖିବାକୁ ମିଳିଲା ଅଦ୍ଭୂତପୂର୍ବ…

ମାଲକାନଗିରି(କେନ୍ୟୁଜ୍): ସ୍ବଚ୍ଛ ସୁନ୍ଦର ପରିବେଶ  ଆମ ସମସ୍ତଙ୍କୁ ଦରକାର । ହେଲେ କେତେ ପରିମାଣରେ ଆମେ ଏଦିଗରେ କାର୍ଯ୍ଯ କରୁଛେ ତାହାର ଉତ୍ତର କାହା ପାଖରେ ନାହିଁ । ସବୁ ବେଳେ ସମସ୍ତେ ଭାଷଣ ଦେବାକୁ ପସନ୍ଦ କରନ୍ତି କିନ୍ତୁ ଭାଷଣକୁ କାର୍ଯ୍ଯକାରୀ କରିବାର ମନଭାବ ଜଣଙ୍କ ପାଖରେ ବି ନଥାଏ…