Browsing Tag

clerks in vigilance net

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ

ଖୋର୍ଦ୍ଧା (କେନ୍ୟୁଜ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କିରାଣୀ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିରାଣୀ ଅନୁପ କୁମାର ଶତପଥୀ । ଜଣେ ଅଭିଯୋଗକାରୀଙ୍କ ପାଖରୁ ସେ ଲାଞ୍ଚ ନେଉଥିଲେ । ଜେଜେବାପା ଓ ଜେଜେମାଆଙ୍କ…

ଭିଜିଲାନ୍ସ ଜାଲରେ ଚିକିଟି ମହାବିଦ୍ୟାଳୟର ପ୍ରାଣୀ ବିଭାଗର ଡେମନଷ୍ଟ୍ରେଟର ଏବଂ ଅନୁଗୁଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର…

ବ୍ରହ୍ମପୁର/ଅନୁଗୁଳ: ଭିଜିଲାନ୍ସ ଜାଲରେ ଡେମନଷ୍ଟ୍ରେଟର। ଚିକିଟି ମହାବିଦ୍ୟାଳୟର ପ୍ରାଣୀ ବିଭାଗର ଡେମନଷ୍ଟ୍ରେଟର କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘରେ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି। ୬ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ବିଭାଗ।କୈଳାସ…