ନୟାଗଡ଼ରେ ଓକିଲଙ୍ଗ ଦବଙ୍ଗଗିରି, ବିଚ୍ ବଜାରର ନିଜ ମହକିଲଙ୍କୁ ମାଡ ମାରୁଥିବା ଭିଡିଓ ହେଲା ଭାଇରାଲ
ନୟାଗଡ଼: ପୁଣି ଓକିଲଙ୍ଗ ଦବଙ୍ଗଗିରି । ବିଚ୍ ବଜାରର ନିଜ ମହକିଲଙ୍କୁ ମାଡ ମାରୁଥିବା ଭିଡିଓ ହେଲା ଭାଇରାଲ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଶାଳପଡ଼ା ପଞ୍ଚାୟତରେ ଏହି ଘଟଣା ଘଟିଛି । ଆକ୍ରମଣର ଶକାର ହୋଇଛନ୍ତି ସେହି ଗାଁର ଅଜୟ ପରିଡ଼ା । ଅଭିଯୋଗ ଅନୁଯାୟୀ ଅଜୟ ଲେବର କାର୍ଡ କରାଇ…