Browsing Tag

climate change

ଭାରତ ଉପରକୁ ମାଡ଼ି ଆସୁଛି ବଡ଼ ବିପଦ! ଆଗକୁ ଖାଇବାକୁ ପାଇବେନି ଲୋକେ, ପୋକମାଛି ଭଳି ମରିବେ

ମାଳିକା ବଚନ ଧୀରେ ଧୀରେ ସତ ହେଉଛି। ଦେଶ ଉପରକୁ ସତସତିକା ମାଡ଼ି ଆସୁଛି ବିପଦ ଉପରେ ବିପଦ। କେତେବେଳେ ମନୁଷ୍ୟକୃତ ରୋଗ ଲୋକଙ୍କୁ ସଂକ୍ରମିତ କରୁଛି ତ ଆଉ କେତେବେଳେ ପ୍ରକୃତି ସାଧୁଛି ଦାଉ। ପ୍ରକୃତିର କରାଳ ରୂପରେ ମାଟି କାମୁଡ଼ି ପଡ଼ୁଛି ଏ ମଣିଷ ସମାଜ। ପୁଣିଥରେ ଉଠି ଆଗକୁ ବଢ଼ିବାକୁ ଅଣ୍ଟା…

ଆଜିଠୁ ବଦଳିବ ପାଣିପାଗ: ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ କମିବ କିନ୍ତୁ ଆକାଶ ମେଘାଛନ୍ନ ରହିବ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ…

ଜଣାପଡ଼ିଲା ଜଳବାୟୁ ପରିବର୍ତ୍ତନର ଘାତକ ଉଦାହରଣ, ଶ୍ୱାସ ନେଇପାରିଲେ ନାହିଁ ରୋଗୀ

ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରୁଛି । ଏବେ ଏହାର କୁପ୍ରଭାବ ପଡ଼ିବାକୁ ଲାଗିଲାଣି । କୁହାଯାଉଛି କାନଡ଼ାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରଥମ ରୋଗୀ ଦେଖିବାକୁ ମିଳିଛନ୍ତି । ମହିଳା ଜଣକ ଶ୍ୱାସ ନେବାରେ ପ୍ରଥମ ଥର ପାଇଁ କଷ୍ଟ ଅନୁଭବ କରିବା କଥା କହିଛନ୍ତି ।…

ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ,କରୋନା, ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ କରିବେ…

ନୂଆଦିଲ୍ଲୀ : ୨ ଦିନିଆ ରୋମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କରୋନା ମହାମାରୀ , ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ଏହା ସହ ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ…

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବଡ ବିପଦ ସହୁଛି ବିଶ୍ୱ, ଦେଖିବାକୁ ମିଳୁଛି ଆର୍ଥିକ ସମସ୍ୟା

(କେନ୍ୟୁଜ ବ୍ୟୁରୋ) : ବଡ଼ ବିପଦ ଜଳବାୟୁ ପରିବର୍ତ୍ତନ। ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ଆର୍ଥିକ କ୍ଷତି ହେଉଛି। ୨୦୨୦ରେ ଭାରତ ପ୍ରାକୃତି ବିପର୍ଯ୍ୟୟ ଯୋଗୁଁ ୬ ଲକ୍ଷ ୫୨ ହଜାର ୫୦୦ କୋଟି ଟଙ୍କା ହରାଇଛି। ବାତ୍ୟା, ବନ୍ୟା ଓ ମରୁଡି ଯୋଗୁଁ ଏହି କ୍ଷତି ହୋଇଥିବା ନେଇ ବିଶ୍ୱ…

ଆଗାମୀ ୨୪ ଘଣ୍ଟାରେ ବିଜୁଳି ସହ ଘଡ଼ଘଡ଼ିର ଆଶଙ୍କା, ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟଜ୍(ବ୍ୟୁରୋ): ବଦଳୁଛି ପାଣିପାଗ। ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଆଗାମୀ ୨୪ ଘଣ୍ଟାରେ ବିଜୁଳି ସହ ଘଡ଼ଘଡ଼ିର ଆଶଙ୍କା ଥିବାରୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗତ ୨୪ ଘଣ୍ଟାରେ…

ପାଳଙ୍ଗ ଶାଗ: ଯାହା ପଠାଇପାରିବ ଇ-ମେଲ, ବଦଳିବ ଦୁନିଆର ଚିତ୍ର

ଦୈନନ୍ଦିନ ଜୀବନରେ ଆପଣ ଅନେକ ପ୍ରକାର ଶାଗ ଖାଉଥିବେ। କିନ୍ତୁ ଏହି ଶାଗ ଗଛ କେବେ ଇମେଲ ପଠାଇବ ! ଏମିତି କଥା ଶୁଣିଲେ ହୁଏତ କୌଣସି ଫିଲ୍ମର କାହାଣୀ ଭଳି ମନେ ହେଉଥିବ। ଏହା ବିଜ୍ଞାନ ଉପରେ ଆଧାରିତ କୌଣସି ହଲିଉଡ୍ ସିନେମାର ଦୃଶ୍ୟ ନୁହେଁ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର…

ବିଶ୍ୱର ୧୧ ହଜାର ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ନେଇ କଲେ ଜରୁରୀ ଘୋଷଣା, ଆପଣ ବି ଜାଣନ୍ତୁ

ପୁରାଣରେ ଲେଖା ଅଛି ଏଇ ପୃଥିବୀ ଜଳରୁ ଜନ୍ମ ନେଇଛି । ଆଉ ଦିନେ ନା ଦିନେ ସେହି ଜଳରେ ବୁଡ଼ିଯିବ । ହୁଏତ ଅନେକ ଲୋକ ବିଶ୍ୱାସ କରିବେ ନାହିଁ । ହେଲେ ଏକଥା ଯଦି ବିଜ୍ଞାନ ଓ ବୈଜ୍ଞାନିକ କହିବେ ତାହାହେଲେ ବିଶ୍ୱାସ କରିବେ । ବର୍ତ୍ତମାନ ପୃଥିବୀ ପାଇଁ ବିଶ୍ୱଯୁଦ୍ଧ ଯେତକି ସଂକଟ ସୃଷ୍ଟି କରିବ…

ପାଗରେ ଆସିଲା ହଠାତ୍‌ ପରିବର୍ତ୍ତନ , ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍) : ପାଗରେ ହଠାତ୍‌ ପରିବର୍ତ୍ତନ । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । ଏହା ସହ ବିଭିନ୍ନ ସ୍ଥାନରେ କୋହଲା ପାଗ ଓ ପବନ ଅନୁଭୂତ ହେଉଛି । ଭୋର ସମୟରୁ ବର୍ଷା ହୋଇଥିବା ବେଳେ କିଛି ସ୍ଥାନରେ ପବନ ବୋହିଥିଲା । ସମ୍ବଲପୁର,…

୧୨ଘଣ୍ଟା ଭିତରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ‘ପେଥାଇ’

କେନ୍ୟୁଜ୍ : ଦୁର୍ବଳ ହେଉଛି ପେଥାଇ । ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହେଉଛି ଅବପାତ । ୧୨ଘଣ୍ଟାରେ ଦୁର୍ବଳ ହୋଇ ଏହା ଲଘୁଚାପରେ ପରିଣତ ହେବ । ଏହାରେ ପ୍ରଭାବରେ ଆହୁରି ୧୨ଘଣ୍ଟା ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଜାଡ଼ରେ ଥରୁଛି…