Browsing Tag

climbing the tree

ନାକେଦମ୍‌ କଲା ନିଶା, ସ୍ତ୍ରୀ ସହ ଝଗଡ଼ା ପରେ ବରଗଛରେ ଚଢ଼ି ବସିଲା ନିଶାସକ୍ତ ଯୁବକ, ହଇରାଣ ହେଲେ ପୋଲିସ୍‌ ଓ ଅଗ୍ନିଶମ…

ଉମରକୋଟ(କେନ୍ୟୁଜ୍‌): ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଦୀର୍ଘ ଦେଢଘଣ୍ଟା ଧରି ବସି ରହିଲେ ବରଗଛ ଉପରେ । ସୂଚନା ମୁତାବକ ଜଣେ ନିଶାସକ୍ତ ଯୁବକ ପାରିବାରିକ ଅଶାନ୍ତି ପରେ ମ୍ରିୟମାଣ ହୋଇ ଗୋଟିଏ ବିରାଟ ବରଗଛ ଉପରେ ଦୀର୍ଘ ଦେଢ଼ ଘଣ୍ଟା ରହିବା ପରେ ନିଜେ ଗଛରୁ ଓହ୍ଲାଇଛନ୍ତି । ଯୁବକର…