Browsing Tag

clinic sealed

ଗଜପତି ମୋହନାରେ ବେଆଇନ କ୍ଲିନିକକୁ ସିଲ କଲା ପ୍ରଶାସନ

ମୋହନା : ଗଜପତି ଜ଼ିଲ୍ଲା ମୋହନା ନୀଳକଣ୍ଠେଶ୍ଵର ମନ୍ଦିର ରାସ୍ତାରେ ଥିବା ବିଶ୍ୱାସ କ୍ଲିନିକକୁ ସିଲ କରିଛି ପ୍ରଶାସନ l କରୋନା ନିୟମ ଉଲଙ୍ଘନ ଏବଂ ନଥିପତ୍ର ନଥାଇ ବେଆଇନ ଭାବେ କ୍ଲିନିକ ଚାଲିଥିବା ଅଭିଯୋଗ କିଛିଦିନ ତଳେ ଆସିଥିଲା। ପରେ ମୋହନା ତହସିଲଦାର, ଥାନା ଅଧିକାରୀ ଏବଂ…