Browsing Tag

clinical trial

କ୍ଲିନିକାଲ ଟ୍ରାଏଲରେ ଖୁସି ଖବର ଦେଲା ଆଷ୍ଟ୍ରା ଜେନିକା ,COVID-19 ଔଷଧ ରୂପେ ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ : ଆଷ୍ଟ୍ରା ଜେନିକା ଶୁକ୍ରବାର ଦିନ COVID-19 ର ଚିକିତ୍ସା ପରୀକ୍ଷଣରୁ ସକରାତ୍ମକ ଫଳାଫଳ ଘୋଷଣା କରିଛି । ଦୁଇଟି ଆଣ୍ଟିବଡି ମିଶ୍ରଣରୁ ପ୍ରସ୍ତୁତ ହେଉଥିବା ଏହି ଔଷଧ ପ୍ରଥମେ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ପାଇଁ ଏକ ଉତ୍ତମ ଚିକିତ୍ସା ଭାବରେ ବିକଶିତ ହୋଇଛି ।…