Browsing Tag

close

ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ; ତାତିଲେ ମହିଳା, ହାଣ୍ଡି ମାଠିଆ ଧରି କଲେ ରାଜପଥ‌ ଅବରୋଧ

କୋରାପୁଟ (କେନ୍ୟୁଜ): ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ । ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଉଥିବାବେଳେ ପିଇବାପାଣି ସଙ୍କଟ । ଗ୍ରୀଷ୍ମର ଦାଉ ସାଙ୍ଗକୁ ପାନୀୟ ଜଳ ନ ମିଳିବାରୁ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । କୋରାପୁଟ ଦଶମନ୍ତପୁର ସଦର…

ତାଳଚେର: ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ତାଳଚେର(କେନ୍ୟୁଜ୍):    ଖଣି ବନ୍ଦକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା। ଗତ ୬ତାରିଖରୁ ତାଳଚେରର ଭରତପୁର କୋଇଲା ଖଣି ବନ୍ଦ ରହିଥିବା ବେଳେ ଏବେ ବଳରାମ ଖଣି ବନ୍ଦ ହୋଇଥିବାରୁ ଏହାକୁ ଚାଲୁ କରିବାକୁ ପ୍ରଶାସନ ପଦକ୍ଷେପ ନେଉନଥିବାରୁ ସୋଲଡ଼ା ଗ୍ରାମବାସୀ ଧାରଣା ଦେଉଛନ୍ତି।…