ଆଉ ଖାଇପାରିବେନି Domino’s Pizza, ଏହି ଦେଶରୁ ବନ୍ଦ କରିବ କାରବାର
ବିଶ୍ୱରେ ଦେଖାଦେଇଥିବା ମନ୍ଦାବସ୍ଥା ଏବେ ଆପଣଙ୍କ ପସନ୍ଦିତା ଖାଦ୍ୟ Domino’s Pizza ଉପରେ ପଡିଛି। ବ୍ରିଟେନର ଏହି କମ୍ପାନୀ ମାନ୍ଦାବସ୍ଥାରେ ଚାଲୁଥିବା ଯୋଗୁଁ ଏହି ଚାରଟି ଦେଶରେ କାରବାର ବନ୍ଦ କରିବାକୁ ଯାଉଛି। ଏହା ଭାରତରେ ନୁହେଁ ବରଂ ସ୍ୱିଜରଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରେଓ୍ଵ ଏବଂ…