Browsing Tag

cloudy weather

ଆଜିଠୁ ଦକ୍ଷିଣରେ ବଢିବ ବର୍ଷା, ଆହୁରି ୨-୩ ଦିନ ଲାଗି ରହିବ କୋହଲା ପାଗ

କେନ୍ୟୁଜ୍(ବ୍ୟୁରୋ):ଆଜିଠୁ ଦକ୍ଷିଣରେ ବଢିବ ବର୍ଷା ପରିମାଣ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି ଡିପ୍ରେସନ୍‌ । ଏବେ ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ରୟାଲସୀମାଠାରୁ ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ସକ୍ରିୟ ଅଛି । ପ୍ରଭାବରେ…

ଅବପାତରେ ପରିଣତ ହେଲା ଲଘୁଚାପ: ପ୍ରଭାବରେ ଆଜିଠୁ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ରହିବ ପାଗ

ଭୁବନେଶ୍ବର(କେନ୍ଯୁଜ୍): ଅବପାତରେ ପରିଣତ ହେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ…