କ’ଣ ଆପଣ ଜାଣନ୍ତି…ରାହୁ-କେତୁଙ୍କ ପ୍ରଭାବ ଦୂର କରିବ ଲବଙ୍ଗ? ଏମିତି ଉପାୟରେ କରନ୍ତୁ ବ୍ୟବହାର; ଜାଣି ରଖନ୍ତୁ…
ଆମ ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲା ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ। ଲବଙ୍ଗ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇ ପାରୁଥିବା ଏକ ମସଲା। ଏହାର ସ୍ୱାଦ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଭିଟାମିନ୍ ସି, ଫାଇବର, ମାଙ୍ଗାନିଜ୍,…