Browsing Tag

clove water benefits

ଶୀତଦିନ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ ପିଅନ୍ତୁ ଲବଙ୍ଗ ପାଣି, ରାତାରାତି ଦେଖାଯିବ ଫାଇଦା

ଆମ ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲା ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ। ଲବଙ୍ଗ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇ ପାରୁଥିବା ଏକ ମସଲା। ଏହାର ସ୍ୱାଦ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଭିଟାମିନ୍ ସି, ଫାଇବର,…