କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆହ୍ଵାନ, କହିଲେ ୩୦ ତାରିଖ ସନ୍ଧ୍ୟାରେ ସଭିଏଁ ଗାଇବା…
ଭୁବନେଶ୍ୱର(କେନ୍ୟୁଜ୍) : କୋଭିଡ଼ ଯୁଦ୍ଧରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଓଡ଼ିଶା ଆଜିର ଦିନରେ କେବଳ ଭାରତବର୍ଷ ନୁହେଁ ସାରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । କୋଭିଡ଼ରେ ଓଡ଼ିଶାରେ ମୃତ୍ୟୁ ହାର ସାରା ଦୁନଆରେ ସବୁଠୁ କମ୍ । ପୀଡ଼ିତଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି…