ହିଞ୍ଜିଳିକାଟୁ :ସ୍ମାର୍ଟ ସ୍କୁଲରେ ପିଲାଙ୍କ ସହ ବସିଲେ ମୁଖ୍ୟମନ୍ତ୍ରୀ, ନିକଟରୁ ଦେଖି ଖୁସି ପ୍ରକାଶ କଲେ ଛାତ୍ର…
ହିଞ୍ଜୁଳିକାଟୁ (କେନ୍ୟୁଜ୍) : ମୁଖ୍ୟମନ୍ତ୍ରୀ ଙ୍କୁ ଅତି ନିକଟ ରୁ ଦେଖି ଖୁସି ପ୍ରକାଶ କଲେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ଗସ୍ତ ରେ ଆସି ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଗସ୍ତ କରି ନୂତନ ସ୍ମାର୍ଟ୍ କ୍ଲାସ୍ ରୁମ୍ ବୁଲି ଦେଖିବା ସହ…