Browsing Tag

cm nabin pattnaik

ନୀଳମାଧବ ପୀଠର ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ୧୦୦ କୋଟି ଟଙ୍କା ଅନୁମୋଦନ, ୧୮ ମାସ ମଧ୍ୟରେ ଶେଷ ହେବ କାମ

(କେନ୍ୟୁଜ): କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା…

ଭୁବନେଶ୍ବର: ନବନିଯୁକ୍ତ ୨୯୯ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ବର(କେନ୍ୟୁଜ୍): ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନବନିଯୁକ୍ତ ୨୯୯ଜଣ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ପ୍ରଦାନ । ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଅନୁଦାନପ୍ରାପ୍ତ କଲେଜରେ ଏହି ଅଧ୍ୟାପକ…

ମୋ ସରକାର ଟିମ୍‌ର ପ୍ରଥମ ଗସ୍ତର ଫିଡ୍‌ ବ୍ୟାକ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ଘୋଷଣା, ଲୋକଙ୍କ ଭାଗିଦାରୀ…

ଭୁବନେଶ୍ବର(କେନ୍ୟୁଜ୍): ମୋ ସରକାର ନେଇ ଲଗାତର ଫିଡ୍‌ ବ୍ୟାକ୍‌ ନେଉଛନ୍ତି ସରକାର। ମୋ ସରକାର ଟିମ୍‌ ବିଭିନ୍ନ ଜିଲ୍ଲାକୁ ଘନଘନ ଗସ୍ତ କରୁଛନ୍ତି। ମୋ ସରକାର ଲାଗୁ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ୧୦ଦିନ ମଧ୍ୟରେ ୧୨୦ ଜଣଙ୍କ ସହ କଥା ହୋଇଛନ୍ତି। ଲୋକଙ୍କ ଠାରୁ ବହୁତ ଭଲ…

ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି . . . .

ଭୁବନେଶ୍ବର(କେନ୍ୟୁଜ୍):  ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି । ଆଜି ବିଭିନ୍ନ ହସ୍‌ପିଟାଲ ଓ ଥାନାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ସହ ସିଧାସଳଖ ଫୋନରେ ଏମିତି କହି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଥାନା…

ନୀତି ଆୟୋଗର ଶିକ୍ଷା ଇଣ୍ଡେକ୍ସର ୭ମ ତାଲିକାରେ ଓଡ଼ିଶା, ପ୍ରଚେଷ୍ଠା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ବର(କେନ୍ୟୁଜ୍): ନୀତି ଆୟୋଗର ଶିକ୍ଷା ଇଣ୍ଡେକ୍ସର ୭ମ ତାଲିକାରେ ରହିବା ପରେ ପ୍ରଚେଷ୍ଠା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରେଷ୍ଠ ୩ଟି ସ୍ଥାନରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସଫଳତା ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏମ୍‌ଡିଏଚ୍‌ର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏମ୍‌ଡିଏଚ୍‌ର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଲ ଗୁଲାଟି । ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ । କନ୍ଧମାଳରେ ମସଲା ୟୁନିଟ ସ୍ଥାପନ ନେଇ ସମ୍ମତି ପ୍ରକାଶ କରିବା ସହ…

ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ, ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବରଗଡ(କେନ୍ୟୁଜ୍):  ରୀତା ସାହୁ ହେଲେ ବିଜେପୁର ବିଜେଡି ପ୍ରାର୍ଥୀ । ରୀତା ସାହୁଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୩୦ ତାରିଖରେ ସେ ନାମାଙ୍କନ ଦାଖଲ କରିବେ । ଦୁଇ ବର୍ଷରୁ କମ୍‌ ବ୍ୟବଧାନରେ ବିଜେପୁର ପାଇଁ ପ୍ରାର୍ଥୀ ହୋଇଛନ୍ତି ରୀତା ସାହୁ ।…

ନୂଆ ସଡ଼କ ଯାନ ଆଇନ ନେଇ ଏସପି ଓ ଆରଟିଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ସଚେତନ ଓ ସମ୍ବେଦନଶୀଳ କରାଇବାକୁ…

ଭୁବନେଶ୍ବର(କେନ୍ୟୁଜ୍):  ସଡ଼କ ସୁରକ୍ଷା ନେଇ ଜିଲ୍ଲାପାଳ, ଏସପି ଓ ଆରଟିଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଜନସାଧାରଣଙ୍କୁ ସଚେତନ ଓ ସମ୍ବେଦନଶୀଳ କରାଇ ସଡ଼କ ସୁରକ୍ଷାର ଗୁରୁତ୍ୱ ସଂପର୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି।…

ମୋ’ ସରକାର କାର୍ଯ୍ୟକ୍ରମ ପ୍ରାକପ୍ରସ୍ତୁତି, ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି…

ଭୁବନେଶ୍ବର(କେନ୍ୟୁଜ୍): ପୋଲିସ ପରେ ଡାକ୍ତରଙ୍କ ପାଳି। ରୋଗୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ। ରୋଗୀ ହେଉଛନ୍ତି ହସ୍ପିଟାଲର ମୁଖ୍ୟ। ପ୍ରତିଦିନ ୧୦ଜଣ ରୋଗୀଙ୍କ ଠାରୁ ହସ୍‌ପିଟାଲରେ ଚିକିତ୍ସା ବାବଦରେ ମତାମତ ନିଆଯିବ। ମତାମତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…