Browsing Tag

cm naveen patanaik to visit kalahandi

ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ , ଭବାନୀପାଟଣା ଓ ଜୁନାଗଡ଼ରେ ରହିଛି କାର୍ଯ୍ୟକ୍ରମ

କଳାହାଣ୍ଡି(କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ। ଭବାନୀପାଟଣା ଓ ଜୁନାଗଡ଼ରେ କାର୍ଯ୍ୟକ୍ରମ ରହିଛି। ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ସକାଳ ୧୧ଟାରେ ବିଜେଡି ମିଶ୍ରଣ ପର୍ବରେ ଯୋଗ ଦେବେ ନବୀନ। ୧୦ ହଜାରରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ…