Browsing Tag

cm naveen patnaik visit

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, BSKY ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ବାରିପଦା (କେନ୍ଯୁଜ୍): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।  ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ବାରିପଦା ଛଉ ପଡିଆ ଅସ୍ଥାୟୀ ହେଲିପେଡରେ ପହଞ୍ଚିବେ । ଏହାପରେ…

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ, ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କଲେ ଲୋକାର୍ପଣ

ନୂଆପଡ଼ା: ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୩ ଶହ ୩୭ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା କାର୍ଯ୍ୟକ୍ରମ ରହିଛି ।…

ବିଜେଡି ସୁପ୍ରିମୋଙ୍କ ମାରାଥନ୍ କ୍ୟାମ୍ପେନ୍ : ଆଜି ସମ୍ବଲପୁର, ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ…

ମାରାଥନ୍ କ୍ୟାମ୍ପେନରେ ବିଜେଡି ସୁପ୍ରିମୋ । ଆଜି ସମ୍ବଲପୁର, ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ ନବୀନ । ସମ୍ବଲପୁର କୁଚିଣ୍ଡା, ଜୟଦେବ ଆସନ ଅନ୍ତର୍ଗତ ବାଲିପାଟଣା, ଆଠଗଡ, ରାଜନଗର, ପାଟକୁରା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ…

ନବୀନ ବନାମ କିଏ ? ବିଜେପି ଉପରେ ବିଜେଡି ସୁପ୍ରିମୋଙ୍କ ଶାଣିତ ଆକ୍ରମଣ

ଆଟାକିଂ ମୁଡ୍ରେ ବିଜେଡି ସୁପ୍ରିମୋ । ବିଜେପି ଉପରେ ଜୋରଦାର ହମ୍ଲା କରିଛନ୍ତି ନବୀନ । କିଏ ବିଜେପିର ମୁଖ୍ୟମନ୍ତ୍ରୀ ଫେସ୍? କେଉଁଠୁ ଲଢୁଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ଦଶପଲ୍ଲାରୁ ବିଜେପି ଉପରେ ଏମିତି ଶାଣିତ ହମଲା କରିଛନ୍ତି ନବୀନ ପଟ୍ଟନାୟକ। ବିଜେପିର ଓଡ଼ିଶା ଇଞ୍ଜିନ କିଏ?…

ଗଞ୍ଜାମର ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଲେ ନବୀନ : କହିଲେ, “ତିତଲି, ଫାଇଲିନ, ମରୁଡ଼ି ବେଳେ ଦେଖାନାହିଁ “

ଭୁବନେଶ୍ବର (କେନ୍ୟୁଜ୍) : ଗଞ୍ଜାମରେ ନବୀନଙ୍କ ହାଇଟେକ କ୍ୟାମ୍ପେନିଂ ଓ ବିଶାଳ ରୋଡ ସୋ । କନିଷିରେ ନିର୍ବାଚନ ସଭାରେ ଯୋଗ ଦେଇ ବିଜେପି ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ହୁଡ୍ହୁଡ୍, ତିତିଲି ଓ ମରୁଡି ବେଳେ ବିଜେପି ନେତାଙ୍କର ଦେଖାନାହିଁ । ନିର୍ବାଚନ ଆସିବାରୁ ବିଜେପିର ବଡ଼ ବଡ଼…

“ଏଥର ୨୧ରୁ ୨୧ରେ ଶଙ୍ଖ” : ସମସ୍ତ ଲୋକସଭା ଆସନରେ ବାଜି ମାରିବ ବିଜେଡି, ନୟାଗଡ଼ରେ ଦମ୍ଭୋକ୍ତି ଦେଖାଇଲେ ନବୀନ

ନୟାଗଡ଼ (କେନ୍ୟୁଜ୍) :୨୧ରୁ ୨୧ରେ ଶଙ୍ଖ। ଏଥର ବିଜେଡି ସମସ୍ତ ୨୧ ଲୋକସଭା ଆସନରେ ବାଜି ମାରିବ। ନୟାଗଡ଼ରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରି ଏଭଳି ଆହ୍ଵାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଉଭୟ ବିଜେପି ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ନବୀନ। ରାହୁଲଙ୍କ ରିମୋଟ୍…

ଦୂର ହେବ ବ୍ରହ୍ମପୁର ବାସୀଙ୍କ ଜଳକଷ୍ଟ, ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ହେଲା ଉଦଘାଟନ

ବ୍ରହ୍ମପୁର (କେନ୍ୟୁଜ୍): ଦୂର ହୋଇଛି ଦୀର୍ଘ ଦିନର ସମସ୍ୟା । ଆଉ ରହିବନି ପାନୀୟ ଜଳର ଅସୁବିଧା । ଜଳକଷ୍ଟ ଦୂର କରିବାକୁ ବ୍ରହ୍ମପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ଜାନିବିଲି ପାନୀୟ ଜଳ ପ୍ରକଳ୍ପ । ୪୮୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଓ ଚାନ୍ଦବାଲି ଗସ୍ତ : ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି 

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଯାଜପୁର ଓ ଚାନ୍ଦବାଲି ଗସ୍ତ । ବଡ଼ଚଣାବାସୀଙ୍କୁ ୫ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଣ୍ଡିଖୋଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସକୁ ଲୋକାର୍ପିତ କରିଛନ୍ତି । ସେହିପରି ଚାନ୍ଦବାଲିରେ ୧୬ ଶହ କୋଟି ଟଙ୍କାର ବିଭିନ୍ନ…

ଆଜି ଯାଜପୁର ଓ ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଯାଜପୁର(କେନ୍ୟୁଜ୍) : ଆଜି ଯାଜପୁର ଜିଲ୍ଲାର ବଡଚଣା ଓ ଭଦ୍ରକର ଚାନ୍ଦବାଲି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବଡଚଣାବାସୀଙ୍କୁ ୫ ଶହରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି । ଗେଙ୍ଗୁଟି ନଦୀ ଉପରେ ବାଇଶି ମୌଜା ସେତୁ ସହ ବଡଚଣା…