ମା, ମାଉସୀ ଓ ଭଉଣୀମାନଙ୍କ ଉପରେ ବୋଝ ହୁଅ ନାହିଁ
ଭୁବନେଶ୍ୱର ( କେ ନ୍ୟୁଜ୍) : ଦିନକର ବିରତି ପରେ ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ରାଜ୍ୟ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି । ସେ କହିଥିଲେ ଯେ କର୍ମଚାରୀମାନଙ୍କୁ ଦିନେ ବିଶ୍ରମ ଦେବା ପାଇଁ ଏହି ବିରତି ନେଇଥିଲୁ । ସେ ଆହୁରି ସୂଚନା ଦେଇଛନ୍ତି ଯେ…