Browsing Tag

cm naveen pattanaik

୯ ଜଣ ଅଧିକାରୀଙ୍କ ଉପରେ ଦୁର୍ନୀତି ଛାଟ, କିଛିଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର ଓ ଆଉ କିଛିଙ୍କ ପେନ୍‌ସନ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି। ୯ ଜଣ ଅଧିକାରୀଙ୍କ ଉପରେ ଦୁର୍ନୀତି ଛାଟ। ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ୨ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ…

ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର, ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ସାଂସଦଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । ଆଜି ଭର୍ଚୁଆଲରେ ବିଜେଡି ସାଂସଦଙ୍କୁ ସମ୍ବୋଧିତ କରିଛନ୍ତି ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ କହିଛନ୍ତି । ୧୮ ତାରିଖରେ ରାଷ୍ଟ୍ରପତି…

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଉ ୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ବର(କେନ୍ୟୁଜ୍): ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି ପାଇଛି ବୋଲି…

ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ୫୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ । ପ୍ରାୟ ୫୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୁରୀରୁ ଆସିଛନ୍ତି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସବୁ ବର୍ଗର ସେବାୟତ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକର ଗୁରୁତ୍ୱ…

ବିଜୁ ପକ୍କାଘର ମରାମତି ଲାଗି ୩ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ହିତାଧିକାରୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ବର(କେନ୍ୟୁଜ୍):  ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଂଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା ପ୍ରଦାନ । ଆଜି ଭିଡିଓ କନଫରେସିଂରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହାୟତା…

ଆଜି ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭରାମ୍ଭ

ଆଜି ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭରାମ୍ଭ କରିବେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ପହଞ୍ଚି ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ।…

ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ: BSKY ସ୍ମାର୍ଟକାର୍ଡ ବଣ୍ଟନ ବେଳେ…

କେନ୍ୟୁଜ୍(ବ୍ୟୁରୋ):  ସଡ଼କ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ୧୪୭ କୋଟି ଟଙ୍କାର ପାଣ୍ଠି ଗଠନ । କୁଚିଣ୍ଡାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କର…

ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ମୁକାବିଲା ମନ୍ତ୍ର, ପ୍ରାକୃତିକ ବିପର୍ଯ୍ୟୟକୁ କେମିତି ସାମ୍ନା କରିବେ ଶିଖୁଛନ୍ତି IAS…

ଭୁବନେଶ୍ୱର(କେ.ନ୍ୟୁଜ ଓଡ଼ିଶା): ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ମୁକାବିଲା ମନ୍ତ୍ର। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ହାନି ରୋକିବା ସହ ସାମ୍ନା କରିବାର ବାଟ ଦେଖାଇବେ ରାଜ୍ୟର ବରିଷ୍ଠ ଅଧିକାରୀ। ଫିଲ୍ଡ କାମ ସହ ମକଡ୍ରିଲ ଦେଖାଇବେ। ବାତ୍ୟା ପୂର୍ବର ପ୍ରସ୍ତୁତି ଓ…

ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ଲୋକାର୍ପିତ ହେବ ୧୧୦ଟି ନୂଆ OSRTC ବସ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଉଦଘାଟନ କାର୍ଯ୍ୟକ୍ରମମାନ ରହିଛି । ସଂଧ୍ୟାରେ AG ଛକ ନିକଟରେ ୧୧୦ OSRTCର ନୂଆ ଯାତ୍ରୀବାହି ବସ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ବିଭିନ୍ନ…

ବିଜେଡିର ବଡ ଘୋଷଣା, ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି

ଭୁବନେଶ୍ୱର (କେନ୍ୟୁଜ) : ବିଜେଡିର ବଡ ଘୋଷଣା । OBC ସଂରକ୍ଷଣ ପ୍ରସଙ୍ଗରେ ବଡ ଘୋଷଣା କରିଛି ବିଜେଡି । ପଞ୍ଚାୟତ ନିର୍ବାଚନରେ ୨୭% ପ୍ରାର୍ଥୀ ଓବିସିରୁ ଦେବ ବିଜେଡି । ଓବିସି ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ…

ଆଜି ସରୁଛି ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା

ଭୁବନେଶ୍ୱର (କେନ୍ୟୁଜ) : ବିଦେଶରୁ ଟିକା ସଂଗ୍ରହ ପାଇଁ ଓଡ଼ିଶା ଡାକିଥିବା ଗ୍ଲୋବାଲ ଟେଣ୍ଡର ସମୟ ସୀମା ଆଜି ସରୁଛି। ଆଜି ଟେଣ୍ଡର ଖୋଲିବ ନା ସମୟ ସୀମା ପୁଣି ବୃଦ୍ଧି ହେବ। ଯଦି ଟେଣ୍ଡର ଖୋଲେ, ବିଲଡ୍‌ରଙ୍କ ନାଁ ଜଣାପଡିବ । ତା ପୂର୍ବରୁ ଡିଏମ୍‌ଇଟି ସ୍ପଷ୍ଟ କରିଛନ୍ତି, ଟେଣ୍ଡର ଜରିଆରେ…

ଇଚ୍ଛା ଡ୍ୟାମ୍‌ ନିର୍ମାଣ ଶୀଘ୍ର ଶେଷ କରିବାକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ…

କେନ୍ୟୁଜ୍(ବ୍ୟୁରୋ):  ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇଚ୍ଛା ଡ୍ୟାମ୍‌ ନିର୍ମାଣ ଶୀଘ୍ର ଶେଷ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଇଚ୍ଛା ଡ୍ୟାମ୍‌ ନିର୍ମାଣ ହେଲେ ହିଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓଡ଼ିଶାବାସୀଙ୍କ ପାଇଁ କାମରେ…