Browsing Tag

cm naveen pattanaik at boudh

ବୌଦ୍ଧ କଣ୍ଟାମାଳରେ ୪୨୬ କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍ : ବୌଦ୍ଧ ଓ ଭଞ୍ଜନଗର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଥମେ ବୌଦ୍ଧର କଣ୍ଟାମାଳରେ ପହଞ୍ଚିଛନ୍ତି। ୪୨୬ କୋଟି ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ବହୁ ପ୍ରତୀକ୍ଷିତ ବୌଦ୍ଧ-ମର୍ଜାକୁଦ ମହାନଦୀ ସେତୁର…