ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ଓଏସ୍ଡି ଭାବେ ହେଲେ ନିଯୁକ୍ତ
କେନ୍ୟୁଜ୍(ବ୍ୟୁରୋ): ଓଏସ୍ଡି ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ଲୋକ ସମ୍ପର୍କ ଅଧିକାରୀ ସୁକାନ୍ତ କୁମାର ପଣ୍ଡା। ଗୋଟିଏ ବର୍ଷ ଲାଗି ସେ ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବେ।
ଆଜିଠାରୁ ଗୋଟିଏ ବର୍ଷ…