Browsing Tag

cm reaction on bjd party

ମନ୍ତ୍ରିମଣ୍ଡଳରେ ହେବନି କୌଣସି ଅଦଳବଦଳ , ବିଜେଡି କୌଣସି ମହାମେଣ୍ଟର ଅଂଶ ନୁହେଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବନି କୌଣସି ଅଦଳବଦଳ। ବିଜେଡି କୌଣସି ମହାମେଣ୍ଟରେ ମଧ୍ୟ ସାମିଲ ହେବନାହିଁ। ବିଜେଡି କୌଣସି ମହାମେଣ୍ଟର ଅଂଶ ନୁହେଁ। ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିବ ବୋଲି ଆଜି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…