Browsing Tag

cm shivraj

ଅହମ୍ମଦାବାଦରେ ସିଲିଣ୍ଡର ବିସ୍ଫୋରଣ: ଆଖି ବୁଜିଲେ ୭ ଶ୍ରମିକ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ବାରେଜା ଅଞ୍ଚଳରେ ସିଲିଣ୍ତର ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଛାତିଥରା ଘଟଣାରେ ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏନେଇ…